Uttaradhikara cover art

Uttaradhikara

Preview
Try Premium Plus free
Pick 1 audiobook a month from our unmatched collection - including bestsellers and new releases.
Unlimited access to our all-you-can-listen catalogue of 15K+ audiobooks and podcasts
Access exclusive sales and deals.
£8.99/month after 30 days. Renews automatically.

Uttaradhikara

By: ଜଗଦୀଶ ମହାନ୍ତି
Narrated by: କ୍ଷୀରୋଦ ସାହୁ
Try Premium Plus free

£8.99/month after 30 days. Renews automatically. See here for eligibility.

Buy Now for £5.99

Buy Now for £5.99

About this listen

ଓଡ଼ିଆ ଗଳ୍ପ ଓ ଉପନ୍ୟାସର ଦୁନିଆରେ କଥାକାର ଜଗଦୀଶ ମହାନ୍ତି ଜଣେ ବହୁଚର୍ଚ୍ଚିତ ନାମ! ଓଡିଶା ସାହିତ୍ୟ ଏକାଡେମୀ, ଶାରଳା ପୁରସ୍କାର ଆଦି ପୁରସ୍କାରପ୍ରାପ୍ତ ଏହି ଲେଖକଙ୍କ ଲେଖାରେ ଥାଏ ଏକ ଯାଦୁକରୀ ଶକ୍ତି, ଯାହା ପାଠକକୁ କାହାଣୀ ଭିତରକୁ ଆପେଆପେ ଭିଡି ନେଇଯାଏ! ବାପ-ପୁଅର ସମ୍ପର୍କ ଓ ଅଧିକାରକୁ ନେଇ ଜଗଦୀଶ ମହାନ୍ତିଙ୍କ ଏକ ସମ୍ବେଦନଶୀଳ ଉପନ୍ୟାସ ହେଉଛି 'ଉତ୍ତରାଧିକାର'! ପରିବାର ଓ ଦାୟବଦ୍ଧତା ଭିତରେ କେମିତି 'ନୂଆ ମା' ଭଳି ସମ୍ପର୍କଟେ ଗଢ଼ିଉଠେ, ତାର ନିଖୁଣ ବର୍ଣ୍ଣନା ଶୁଣନ୍ତୁ କ୍ଷୀରୋଦ ସାହୁଙ୍କ ଉପସ୍ଥାପନାରେ...©2021 Storyside IN (P)2021 Storyside IN Genre Fiction Literary Fiction
No reviews yet