Thank You, Thank You Bhagaban cover art

Thank You, Thank You Bhagaban

Preview
LIMITED TIME OFFER

3 Months Free

£5.99/mo after 3 months. Cancel monthly.
Get this deal
Offer ends on 15 July 2026 at 11:59 BST.
More purchase options

Thank You, Thank You Bhagaban

By: ଡ. ବିବୁଧରଞ୍ଜନ
Narrated by: Soman Das
Get this deal

£5.99/mo after 3 months. Cancel monthly.

Buy Now for £9.50

Buy Now for £9.50

ଦୟାକରି ତୁମେ ଭଗବାନଙ୍କୁ ଆଦୌ କିଛି ମାଗନାହିଁ! ତୁମର ମାଗିବା ହିଁ ଈଶ୍ୱର ଓ ତୁମ ମଝିରେ ପ୍ରାଚୀର ହୋଇ ଛିଡ଼ାହୁଏ! ତୁମେ ତାଙ୍କ ପାଖକୁ କିଛି ପାଇବା ଆଶାରେ ଯାଅନାହିଁ, ବରଂ ଧନ୍ୟବାଦ ଦେବାକୁ ଯାଅ! ଯାହା ସେ ତୁମକୁ ଦେଇଛନ୍ତି, ସେଥିପାଇଁ କୃତଜ୍ଞତା ପ୍ରକାଶ କର! କୁହ, ମୋ ଯୋଗ୍ୟତାଠାରୁ ତୁମେ ମୋତେ ଅଧିକ କିଛି ଦେଇଛ! ସେଥିପାଇଁ ଥ୍ୟାଙ୍କୟୁ, ଥ୍ୟାଙ୍କୟୁ ଭଗବାନ!... ଏମିତି ପ୍ରାର୍ଥନା କରୁଥିବା ବ୍ୟକ୍ତି ହିଁ ଜୀବନରେ ଦିବ୍ୟ ସନ୍ତୋଷ ପାଇଥାଏ! ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଡ. ବିବୁଧରଞ୍ଜନଙ୍କ ଦିବ୍ୟ ଅନୁଭବର ଅନେକ ଅନୁଭୂତି ଶୁଣନ୍ତୁ ଏହି ଶ୍ରାବ୍ୟପୁସ୍ତକରେ...©2021 Storyside IN (P)2021 Storyside IN Philosophy
adbl_web_anon_alc_button_suppression_t1
No reviews yet