Srimadbhagabata cover art

Srimadbhagabata

Preview
Try Premium Plus free
Pick 1 audiobook a month from our unmatched collection - including bestsellers and new releases.
Unlimited access to our all-you-can-listen catalogue of 15K+ audiobooks and podcasts
Access exclusive sales and deals.
£8.99/month after 30 days. Renews automatically.

Srimadbhagabata

By: ଜଗନ୍ନାଥ ଦାସ
Narrated by: ବିଚିତ୍ରାନନ୍ଦ ପଣ୍ଡା
Try Premium Plus free

£8.99/month after 30 days. Renews automatically. See here for eligibility.

Buy Now for £13.99

Buy Now for £13.99

About this listen

ସନ୍ଥକବି ଜଗନ୍ନାଥ ଦାସଙ୍କ ରଚିତ ଶ୍ରୀମଦ୍‍ଭାଗବତ କେବଳ ଏକ ପୁସ୍ତକ ନୁହେଁ, ଓଡ଼ିଶାର ସାଂସ୍କୃତିକ ଆନ୍ଦୋଳନରେ ଏକ ପ୍ରମୁଖ ଆଧାର! ଓଡ଼ିଶାର ଘରେଘରେ ଓ ଗ୍ରାମେଗ୍ରାମେ ଭାଗବତ ଟୁଙ୍ଗି (ଗାଦି)ରେ ଏହି ଅଧ୍ୟାତ୍ମ ଗ୍ରନ୍ଥ 'ଭାଗବତ ଗୋସେଇଁ' ରୂପେ ପୂଜିତ! ଓଡ଼ିଶାର ଜାତୀୟ ଜୀବନଧାରାକୁ ଏହା ଗଭୀରଭାବେ ପ୍ରଭାବିତ କରିଆସିଛି! ବିଗତ ପାଞ୍ଚ ଶହ ବର୍ଷ ଧରି ଶ୍ରୀମଦ୍‍ଭାଗବତ ଓଡ଼ିଆ ଭାଷା, ସାହିତ୍ୟ, ସମାଜ ଓ ସଂସ୍କୃତିର ଶ୍ରୀବୃଦ୍ଧି କରିଆସିଛି! ତେବେ ଚାଲନ୍ତୁ ଏବେ ଶୁଣିବା ଶ୍ରୀମଦ୍‍ଭାଗବତର ବହୁପଠିତ ଏକାଦଶ ସ୍କନ୍ଧ, ବିଚିତ୍ରାନନ୍ଦ ପଣ୍ଡାଙ୍କ ସୁମଧୁର କଣ୍ଠରେ!©2021 Storyside IN (P)2021 Storyside IN Ancient, Classical & Medieval Literature Collections
No reviews yet