Sreyasi cover art

Sreyasi

Preview

Get 30 days of Standard free

£5.99/mo after trial. Cancel monthly.
Try for £0.00
More purchase options

Sreyasi

By: ପ୍ରବୀଣା ମହାନ୍ତି
Narrated by: Kalakar Kirti Mohanty
Try for £0.00

£5.99 a month after 30 days. Cancel anytime.

Buy Now for £11.41

Buy Now for £11.41

'ମୋତେ କେହି ଛୁଇଁଦେଲେ ଯେ ମୁଁ ଅପବିତ୍ର ହୋଇଯିବି ସେଭଳି ଧାରଣା ଅନ୍ତତଃ ମୋର ନାହିଁ। ମୁଁ କାହିଁକି ପରଶମଣିଟିଏ ନହେବି ଯେ? କଳୁଷିତ ମନ ନେଇ ବି ଯିଏ ମୋତେ ଛୁଇଁଦେଵ, ପବିତ୍ରତାର ସ୍ଵର୍ଣ୍ଣିମ ଆଭାରେ ଉଦ୍ଭାସିତ ହୋଇଯିବ ତା'ର ଅନ୍ତର।'-ଏଭଳି ଭାବୁଥିବା ଝିଅଟି ଦିନେ ଦୁଷ୍କର୍ମର ଶିକାର ହୋଇଛି। ତା ସତ୍ତ୍ୱେ ନିଜ ଜୀବନକୁ ଆଲୋକିତ ସରଣୀରେ ଅଗ୍ରସର କରାଇବା ସହିତ ଅନ୍ୟମାନଙ୍କ ପାଇଁ ମଧ୍ୟ ଉଦାହରଣ ପାଲଟିଯାଇଥିବା ଅମୃତମୟୀ ଅମୃତାର କାହାଣୀ 'ଶ୍ରେୟସୀ'!©2021 Storyside IN (P)2021 Storyside IN Genre Fiction Literary Fiction
adbl_web_anon_alc_button_suppression_t1
No reviews yet