Shakti cover art

Shakti

Preview

Get 30 days of Standard free

£5.99/mo after trial. Cancel monthly.
Try for £0.00
More purchase options

Shakti

By: ମୃଣାଳ
Narrated by: Mrunal
Try for £0.00

£5.99 a month after 30 days. Cancel anytime.

Buy Now for £11.73

Buy Now for £11.73

Summary

କଳ୍ପବିଜ୍ଞାନ ଢାଞ୍ଚାରେ ରଚିତ ମୃଣାଳଙ୍କ ଅନ୍ୟତମ ସଫଳ ଉପନ୍ୟାସ ହେଉଛି 'ଶକ୍ତି'! ସୁଖପାଠ୍ୟ ଏହି ଉପନ୍ୟାସରେ ଅବକ୍ଷୟଗ୍ରସ୍ତ ସମାଜ ପ୍ରତି ତୀବ୍ର କଟାକ୍ଷ ସହିତ ମଣିଷର ମୌଳିକ ସହନଶକ୍ତି ଓ ସଂଗ୍ରାମର ଚିତ୍ର ଖୁବ ନିଖୁଣ ଭାବେ ପ୍ରଦର୍ଶିତ! ଶକ୍ତିର ବିଭିନ୍ନ ରୂପ, ବିଭବ ଓ ପ୍ରଭାବକୁ କଥାକାର ଖୁବ ରୋଚକ ଢଙ୍ଗରେ ଉପସ୍ଥାପନ କରିଛନ୍ତି! କେବଳ ଆଜି ପାଇଁ ନୁହେଁ, ଏହା ଭବିଷ୍ୟତର ସମାଜବ୍ୟବସ୍ଥା ପାଇଁ ମଧ୍ୟ ଏକ ଦିଗବାରେଣୀ! ମଣିଷ ଭିତରେ ଥିବା ଦେବତା ଓ ଦାନବଙ୍କ ଅହରହ ଚାଲିଥିବା ଏକ ଯୁଦ୍ଧର ଧାରାବିବରଣୀ ହେଉଛି 'ଶକ୍ତି'; ଶୁଣନ୍ତୁ ଖୋଦ ଲେଖକଙ୍କ ସ୍ୱରରେ...©2021 Storyside IN (P)2021 Storyside IN Genre Fiction Literary Fiction
adbl_web_anon_alc_button_suppression_c
No reviews yet