Sati cover art

Sati

Preview

Get 30 days of Standard free

£5.99/mo after trial. Cancel monthly.
Try for £0.00
More purchase options

Sati

By: ସଦାନନ୍ଦ ତ୍ରିପାଠୀ
Narrated by: Narayan Mohanty
Try for £0.00

£5.99 a month after 30 days. Cancel anytime.

Buy Now for £12.80

Buy Now for £12.80

ଜୀବନ ସ୍ପନ୍ଦନର କାହାଣୀ 'ସତୀ'। ଅନୁଭୂତିର ବର୍ଣ୍ଣନାରେ, ଚରିତ୍ରର ଉପସ୍ଥାପନାରେ ବିଶେଷତା ଯୋଗୁଁ 'ସତୀ' ପୁସ୍ତକଟି ଗାଳ୍ପିକ ସଦାନନ୍ଦ ତ୍ରିପାଠୀଙ୍କ ଅସାମାନ୍ୟ କ୍ଷମତା ଓ ପ୍ରତିଭାର ପରିଚୟ ଦିଏ। ପ୍ରଥମରୁ ବୁଝିହୁଏ ଗାଳ୍ପିକ ଗଳ୍ପ କହିଜାଣନ୍ତି ଏବଂ ସେ ଗଳ୍ପମାୟା ବି ବିଭ୍ରମ ନୁହେଁ। ତାହା ସମକାଳର ପ୍ରେକ୍ଷାପଟରେ ସ୍ଥାନିତ ଯେକୌଣସି ନାରୀ ପୁରୁଷର ଜୀବନ ସ୍ପନ୍ଦନ। 'ସତୀ'ର ପ୍ରତିଟି ଗଳ୍ପରେ ପ୍ରବାହିତ ଏକ ଶାଣିତ ଅଥଚ ମଧୁର ବ୍ୟଙ୍ଗର ଧାରା, ଯାହା ପାଠକର ଚେତନାକୁ ସ୍ପର୍ଶ କରେ, ଉଦବେଳିତ କରେ, ମାତ୍ର ମୋଟେ ପୀଡ଼ିତ କରେନା। ସମକାଳୀନ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅବସ୍ଥାର ପରିବର୍ତ୍ତିତ ପରିସ୍ଥିତିରେ ମଣିଷର ନୈତିକ ଅଧଃପତନ, ଅସହାୟତା, ଦୈନ୍ୟ, ଭୀରୁତା, ବ୍ୟର୍ଥତା, ବିଷାଦ ଓ ବେଦନାର ଚିତ୍ର କାହାଣୀଗୁଡ଼ିକରେ ସ୍ୱାଭାବିକ, ବାସ୍ତବ, ବଳିଷ୍ଠ ଓ ବର୍ଣ୍ଣମୟ।©2021 Storyside IN (P)2021 Storyside IN Genre Fiction Literary Fiction
adbl_web_anon_alc_button_suppression_c
No reviews yet