Pratisparddha cover art

Pratisparddha

Preview
Try Premium Plus free
Pick 1 audiobook a month from our unmatched collection - including bestsellers and new releases.
Unlimited access to our all-you-can-listen catalogue of 15K+ audiobooks and podcasts
Access exclusive sales and deals.
£8.99/month after 30 days. Renews automatically.

Pratisparddha

By: ପଦ୍ମଜ ପାଳ
Narrated by: ଅନିତ୍ୟ ମହାନ୍ତି
Try Premium Plus free

£8.99/month after 30 days. Renews automatically. See here for eligibility.

Buy Now for £11.99

Buy Now for £11.99

About this listen

"ଅନିର୍ବାଣ ହସିଉଠି ଚାହିଁଲା ତୁଳସୀ ମଙ୍ଗଳାକୁ! ପରିହାସ ଭରା ସ୍ୱରରେ କହିଲା- ଜାଣିଲ ତୁଳସୀ, ମୁଁ କୁଆଡେ ଜଣେ ଦେବତା! କହିଛନ୍ତି ଜିନିଆ ମହାଦେବୀ! କିନ୍ତୁ ମଣିଷଟିଏ ନା ନୁହେଁ? ମୋତେ ତ ଲାଗୁଛି, ହତଭାଗ୍ୟ ଶାପଗ୍ରସ୍ତ ଜୀବନଟି ମୁଁ!"... ପ୍ରେମ ଓ ପ୍ରତାରଣାର ଉପନ୍ୟାସ 'ପ୍ରତିସ୍ପର୍ଦ୍ଧା'ର କାହାଣୀରେ ଅଛି ଏମିତି ଜଣେ ଚରିତ୍ର ଅନିର୍ବାଣ, ଯିଏ ନିଜର ସ୍ପର୍ଦ୍ଧା ପାଇଁ ଶେଷରେ ଅସହାୟ ହୋଇପଡିଛି! ବରିଷ୍ଠ କଥାକାର ପଦ୍ମଜ ପାଳଙ୍କ ରଚିତ ଏହି ଉତ୍କଣ୍ଠାପୂର୍ଣ୍ଣ ଉପନ୍ୟାସଟି ଶୁଣନ୍ତୁ ଅନିତ୍ୟ ମହାନ୍ତିଙ୍କ କଣ୍ଠରେ...©2021 Storyside IN (P)2021 Storyside IN Genre Fiction Literary Fiction
No reviews yet