Pratibandi cover art

Pratibandi

Preview
Try Premium Plus free
Pick 1 audiobook a month from our unmatched collection - including bestsellers and new releases.
Unlimited access to our all-you-can-listen catalogue of 15K+ audiobooks and podcasts
Access exclusive sales and deals.
£8.99/month after 30 days. Renews automatically.

Pratibandi

By: ସରୋଜିନୀ ସାହୁ
Narrated by: ସ୍ୱାତୀ ଶ୍ଵେତା ରାଉତ
Try Premium Plus free

£8.99/month after 30 days. Renews automatically. See here for eligibility.

Buy Now for £8.99

Buy Now for £8.99

About this listen

"ପ୍ରିୟଙ୍କା ସରଗପାଲି ଛୁଇଁଲା ବେଳକୁ ଅନ୍ଧାର ଘାରିସାରିଥିଲା ସମଗ୍ର ଅଂଚଳକୁ! ବସରୁ ଓହ୍ଲେଇ ଦେଖିଲା, ବର ଓସ୍ତ ଗଛ ଦିଟି ଦରୱାନ ଭଳି ଛିଡା ହେଇଛନ୍ତି ସାଲୁଟ ମାରିବା ଭଙ୍ଗୀରେ! ପ୍ରିୟଙ୍କା ପାଖରେ ଅପରିଚିତ ନୁହେଁ ଗାଁ! ତଥାପି କେମିତି ଯିବ ବୋଲି ଚିନ୍ତା କରୁଥିଲା, ଦେଖିଲା ତାରି ଆଡକୁ ମୋପେଡ଼ଟିଏ ଫଟଫଟ ଶବ୍ଦ କରି ଆଗେଇ ଆସି ରହିଗଲା..." ତାପରେ କଣ ହେଲା ପ୍ରିୟଙ୍କାର? ଜାଣିବା ପାଇଁ ଶୁଣନ୍ତୁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କଥାକାର ସରୋଜିନୀ ସାହୁଙ୍କ ବହୁଚର୍ଚ୍ଚିତ ଉପନ୍ୟାସ "ପ୍ରତିବନ୍ଦୀ", ସ୍ୱାତୀ ଶ୍ଵେତା ରାଉତଙ୍କ କଣ୍ଠରେ...©2021 Storyside IN (P)2021 Storyside IN Genre Fiction Literary Fiction
No reviews yet