Nibida Niswana cover art

Nibida Niswana

Preview
LIMITED TIME OFFER

3 Months Free

£5.99/mo after 3 months. Cancel monthly.
Get this deal
Offer ends on 15 July 2026 at 11:59 BST.
More purchase options

Nibida Niswana

By: ପ୍ରବୀଣା ମହାନ୍ତି
Narrated by: Sradhanjali Panigrahi
Get this deal

£5.99/mo after 3 months. Cancel monthly.

Buy Now for £10.35

Buy Now for £10.35

'ଅନୁପମଙ୍କଠାରୁ ନିୟମିତ ଚିଠି ପାଉଥିଲା ସୁଲଗ୍ନା! ଅବଶ୍ୟ ତାର ପ୍ରଥମ ଚିଠିଟି ପାଇ ସେ ତାକୁ ଭୁଲ ବୁଝିଥିଲେ! ତାଙ୍କର ଧାରଣା ହୋଇଥିଲା ତାଙ୍କୁ ବାଦଦେଇ ସୁଲଗ୍ନା ଖୁବ ମଜାରେ ଅଛି! ତା ଜୀବନରେ ଅନ୍ୟଜଣେ ପୁରୁଷର ଆବିର୍ଭାବ ଘଟିଛି, ଯାହାକୁ ସୁଲଗ୍ନା ଆନ୍ତରିକ ଭାବରେ ଗ୍ରହଣ କରି ନେଇଛି...!' ନିଜର ପ୍ରିୟତମା ମୁହଁରେ ଅନ୍ୟକୌଣସି ପୁରୁଷର ବିହ୍ଵଳ ପ୍ରସଂଶା କେମିତି ବରଦାସ୍ତ କରିବ ଜଣେ ପ୍ରେମିକ! ପ୍ରେମ, ଈର୍ଷା, ଅଭିମାନର ପରିଧି ଭିତରେ ଧର୍ମାନ୍ତରଣର ପ୍ରଲୋଭନ ଓ ପୁଣି ମାନବଧର୍ମର ପ୍ରତିଷ୍ଠାକୁ ନେଇ ଗଢି ଉଠିଥିବା ସୁଖ୍ୟାତ ଲେଖିକା ପ୍ରବୀଣା ମହାନ୍ତିଙ୍କ ଏଇ ଉତ୍କଣ୍ଠାପୂର୍ଣ୍ଣ ଉପନ୍ୟାସଟି ଅଭିନେତ୍ରୀ ଶ୍ରଦ୍ଧାଞ୍ଜଳିଙ୍କ କଣ୍ଠରେ ଆପଣଙ୍କୁ ନିଶ୍ଚିତଭାବେ ମୁଗ୍ଧ କରିବ, ସନ୍ଦେହ ନାହିଁ...©2021 Storyside IN (P)2021 Storyside IN Genre Fiction Literary Fiction
adbl_web_anon_alc_button_suppression_t1
No reviews yet