Nian cover art

Nian

Preview
Try Premium Plus free
Pick 1 audiobook a month from our unmatched collection - including bestsellers and new releases.
Unlimited access to our all-you-can-listen catalogue of 15K+ audiobooks and podcasts
Access exclusive sales and deals.
£8.99/month after 30 days. Renews automatically.

Nian

By: ମୃଣାଳ
Narrated by: ରଞ୍ଜନ କୁମାର ଧଳ
Try Premium Plus free

£8.99/month after 30 days. Renews automatically. See here for eligibility.

Buy Now for £8.99

Buy Now for £8.99

About this listen

୧୯୯୭ ମସିହା ଫେବୃଆରୀ ୨୩ରେ ବାରିପଦାର ମଧୁବନଠାରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ପ୍ରେକ୍ଷାପଟରେ ଲିଖିତ 'ନିଆଁ' ଉପନ୍ୟାସ, ଯାହା ସେଇ ସମୟ ଓ ଘଟଣାର ଏକ ମାନବିକ ଦଲିଲ! ଏହାର ଲେଖକ ମୃଣାଳ ଓଡ଼ିଆ ସାହିତ୍ୟର ଅନ୍ୟତମ ଶକ୍ତିଶାଳୀ କଥାକାର କେବଳ ନୁହନ୍ତି, ଜଣେ ପ୍ରସିଦ୍ଧ ବ୍ୟଙ୍ଗକାର, ସ୍ତମ୍ଭକାର, ସାମ୍ବାଦିକ ଓ ସାମ୍ବାଦିକତାର ପ୍ରାଧ୍ୟାପକ ମଧ୍ୟ! ସମ୍ପ୍ରତି ଢେଙ୍କାନାଳସ୍ଥିତ ଇଣ୍ଡିଆନ ଇନଷ୍ଟିଚୁଟ ଅଫ ମାସ କମ୍ୟୁନିକେସନର ମୁଖ୍ୟ ଭାବେ ଅବସ୍ଥାପିତ ମୃଣାଳ ତାଙ୍କ ରଚନାରେ ହାସ୍ୟରସ ଓ ତୀବ୍ର କଟାକ୍ଷ ପାଇଁ ବେଶ ଜଣାଶୁଣା! ତେବେ ଆସନ୍ତୁ ଶୁଣିନେବା 'ନିଆଁ'ର ଲୋମହର୍ଷକ କାହାଣୀ...©2021 Storyside IN (P)2021 Storyside IN African American Historical Fiction
No reviews yet