Maya cover art

Maya

Preview

Get 30 days of Standard free

£5.99/mo after trial. Cancel monthly.
Try for £0.00
More purchase options

Maya

By: ଦେବବ୍ରତ ଦାସ
Narrated by: Prakash Rout
Try for £0.00

£5.99 a month after 30 days. Cancel anytime.

Buy Now for £12.52

Buy Now for £12.52

ଦେବବ୍ରତଙ୍କ ଗଦ୍ୟଲେଖାର କୌଶଳ ସମକାଳ ଓଡ଼ିଆ ଗଦ୍ୟର ଏକ ନୂଆଦିଗ ବୋଲି କୁହାଯାଉ। ଭୋଗିବା ଓ ଭୋଗିବାକୁ ନେଇ ଲେଖିବା ଦୁଇଟା ଅଲଗା କଥା। କେମିତି? 'ମାୟା' ପଢ଼ିଲେ ଜାଣିହେବ। କଥକତାର ଚାତୁରୀ ଅପେକ୍ଷା ବେଶି ଲକ୍ଷ୍ୟ କରିବେ ଅନୁଭବର ତୀକ୍ଷ୍ଣତା। ବାସ୍ନା ଦେଖଉ ଦେଖଉ ଦିଗ ଦେଖେଇ ଦେବାର କୌଶଳ ଦେବବ୍ରତଙ୍କୁ ଜଣା। ତାଙ୍କ ବୟସର ଖୁବ କମ୍ ଓଡ଼ିଆ ଲେଖକ ଏଇ କଳାକୁ ହାସଲ କରିଛନ୍ତି। ତାଙ୍କ ଲେଖାରେ ଅଛି ଊର୍ଦ୍ଧ୍ୱଉଡ଼ାଣ, ପୁଣି ମାଟିମନସ୍କତା; ବାସ୍ତବତା ଓ କଳ୍ପନାର କକଟେଲ୍ । 'ମାୟା' ସେମିତି ଏକ ଚମତ୍କାର ଉପନ୍ୟାସ, ଯାହାକୁ ଆରମ୍ଭ କଲେ ଶେଷ ନହେବା ଯାଏ ନିସ୍ତାର ନାହିଁ।©2021 Storyside IN (P)2021 Storyside IN Genre Fiction Literary Fiction
adbl_web_anon_alc_button_suppression_c
No reviews yet