Istarupa cover art

Istarupa

Preview
Try Premium Plus free
Pick 1 audiobook a month from our unmatched collection - including bestsellers and new releases.
Unlimited access to our all-you-can-listen catalogue of 15K+ audiobooks and podcasts
Access exclusive sales and deals.
£8.99/month after 30 days. Renews automatically.

Istarupa

By: ଯଶୋଧାରା ମିଶ୍ର
Narrated by: ଶ୍ରଦ୍ଧାଞ୍ଜଳି ପାଣିଗ୍ରାହୀ
Try Premium Plus free

£8.99/month after 30 days. Renews automatically. See here for eligibility.

Buy Now for £11.99

Buy Now for £11.99

About this listen

"ରିକ୍‍ସା ଚାଲିଯାଉଯାଉ ଏଲି ଫେରି ଦେଖିଲା, ଅରୁଣା ଠିଆହୋଇଯାଇ ଅନେଇଥିଲା ତା ଯିବା ବାଟକୁ । ଏଲିର ମନେପଡ଼ିଗଲା ଅନେକ ବର୍ଷ ତଳର ଅରୁଣାକୁ । ଘଡ଼ିଘଡ଼ିକେ ରୂପ ବଦଳୁଥିବା ବାଦେଇ, କଳେହୀ, ଗେହ୍ଲେଇ, ସୁନ୍ଦରୀ ରୁନାକୁ । ହାତ ହଲେଇ ବଡ଼ପାଟିରେ କହିଲା ଏଲି, 'କାହ୍ନୁକୁ କହିଦେବ, ନାନୀ ଆଶୀର୍ବାଦ ଦେଉଚି, ସେ ଭଲ ମଣିଷ ହେଉ । ତମକୁ ବି ଆଶୀର୍ବାଦ, ଜସ୍ମିନ ପାର୍ଲର ଆଉରି ବହୁତ ବଡ଼ ହେଉ । ଭଲରେ ଥାଅ ରୁନା ।" ଆଉ ତା'ପରେ? କୁଆଡ଼େ ଗଲା ଏଲି? ପଢ଼ନ୍ତୁ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କଥାକାର ଯଶୋଧାରା ମିଶ୍ରଙ୍କ ଚମତ୍କାର ଉପନ୍ୟାସ 'ଇଷ୍ଟରୂପ' ଅଭିନେତ୍ରୀ ଶ୍ରଦ୍ଧାଞ୍ଜଳି ପାଣିଗ୍ରାହୀଙ୍କ କଣ୍ଠରେ...©2022 Storyside IN (P)2022 Storyside IN Genre Fiction Literary Fiction
No reviews yet