Gambhiri Ghara cover art

Gambhiri Ghara

Preview
LIMITED TIME OFFER

3 Months Free

£5.99/mo after 3 months. Cancel monthly.
Get this deal
Offer ends on 15 July 2026 at 11:59 BST.
More purchase options

Gambhiri Ghara

By: ସରୋଜିନୀ ସାହୁ
Narrated by: Smrutirekha
Get this deal

£5.99/mo after 3 months. Cancel monthly.

Buy Now for £12.09

Buy Now for £12.09

ପ୍ରତିଟି ମଣିଷର ମନ ଭିତରେ ଥାଏ ଗୋଟିଏ ନିଭୃତ କୋଠରି, ଯେଉଁଠି ଅନ୍ୟ କାହାରି ପଶିବାର ଉପାୟ ନାହିଁ! ସେଇ ନିଭୃତ କୋଠରିରେ ଏକାଏକା ମଣିଷଟି ନିଃସଂକୋଚରେ ନିର୍ବସ୍ତ୍ର ହୁଏ, ମନର ଆଇନାରେ ଦେଖେ ନିଜକୁ! ନିଜର ଖାଲଢିପଭରା ଦେହ, ସୌନ୍ଦର୍ଯ୍ୟ ଓ ଅସୌନ୍ଦର୍ଯ୍ୟକୁ! ସେଇ ନିବୁଜ କୋଠରିରେ ନିଜେ ନିଜର ପାପ ପୁଣ୍ୟର ନିରବ ଦର୍ଶକ ସାଜେ! ଏହି ମର୍ମରେ ରଚିତ ବିଶିଷ୍ଟ ବାମାବାଦୀ ଲେଖିକା ସରୋଜିନୀ ସାହୁଙ୍କ ବହୁଚର୍ଚ୍ଚିତ ଉପନ୍ୟାସ 'ଗମ୍ଭୀରି ଘର', ଯାହା ଏକାଧିକ ଭାଷାରେ ଅନୁଦିତ ହୋଇ ପାଠକୀୟ ଆଦୃତି ଲାଭକରିଛି! ଆପଣ ବି ଥରେ ଶୁଣନ୍ତୁ...©2021 Storyside IN (P)2021 Storyside IN Genre Fiction Literary Fiction
adbl_web_anon_alc_button_suppression_t1
No reviews yet