Bisada Iswari cover art

Bisada Iswari

Preview
LIMITED TIME OFFER

3 Months Free

£5.99/mo after 3 months. Cancel monthly.
Get this deal
Offer ends on 15 July 2026 at 11:59 BST.
More purchase options

Bisada Iswari

By: ସରୋଜିନୀ ସାହୁ
Narrated by: Dhiraj Chowdhury
Get this deal

£5.99/mo after 3 months. Cancel monthly.

Buy Now for £12.80

Buy Now for £12.80

ସରୋଜିନୀ ସାହୁ ଓଡ଼ିଆ କଥାସାହିତ୍ୟର ଅନ୍ୟତମ ଶକ୍ତିଶାଳୀ ଲେଖିକା, ଯାହାଙ୍କ ଲେଖାର ବଳୟ ଭିତରେ ଆବଦ୍ଧ ଥାନ୍ତି କୁମେରୁଠାରୁ ସୁମେରୁ ପର୍ଯ୍ୟନ୍ତ ନିରୁତା ମଣିଷମାନେ! ଯାହାଙ୍କ ସୃଷ୍ଟିରେ ଥାଏ ଅବାକ ଲାଳିତ୍ୟ, ଏକ ଛନ୍ଦମୟ ନୂତନ କାରୁଣ୍ୟ! 'ବିଷାଦ ଈଶ୍ୱରୀ' ଉପନ୍ୟାସରେ ଆପଣ ଭେଟିବେ ନାୟିକା 'ହର୍ଷା'କୁ ଯିଏ ସଂଘର୍ଷର ପଥରେ ସମ୍ପର୍କର ଶିଳାନ୍ୟାସ କରିବାକୁ ବସିଛି! ଶୁଣନ୍ତୁ ହର୍ଷାର ନାଟକୀୟ ଜୀବନ କାହାଣୀ ଧୀରଜ ଚୌଧୁରୀଙ୍କ କଣ୍ଠରେ...©2021 Storyside IN (P)2021 Storyside IN Genre Fiction Literary Fiction
adbl_web_anon_alc_button_suppression_t1
No reviews yet