Birala Bijaya cover art

Birala Bijaya

Preview

Get 30 days of Standard free

£5.99/mo after trial. Cancel monthly.
Try for £0.00
More purchase options

Birala Bijaya

By: ବିଜୟ ପ୍ରସାଦ ମହାପାତ୍ର
Narrated by: Karunakar
Try for £0.00

£5.99 a month after 30 days. Cancel anytime.

Buy Now for £15.31

Buy Now for £15.31

Summary

ଗାଳ୍ପିକ ବିଜୟ ପ୍ରସାଦ ମହାପାତ୍ର ପୁରୀ-ବୋଲି ଓ ଶ୍ରୀକ୍ଷେତ୍ରର ଲୋକଜୀବନର ଜଣେ ଅନନ୍ୟ ରୂପକାର! ମଣିଷ ମଣିଷ ଭିତରର ଛଇ-ଛଟକ, ରାଗ-ରୁଷା, ଅନୁରାଗ-ବିରାଗ, ପ୍ରେମ-ପ୍ରତାରଣାକୁ ଖୁବ ଆକର୍ଷଣୀୟ ଶୈଳୀରେ ଉପସ୍ଥାପନା କରିବାରେ ସେ ଜଣେ ଅଦ୍ଵିତୀୟ କଥାକାର! ତାଙ୍କର ପଚାଶଟି ନିର୍ବାଚିତ ଗଳ୍ପର ସମାହାର ହେଉଛି ଏହି 'ବିରଳ ବିଜୟ' ପୁସ୍ତକ, ଯେଉଁ ଗଳ୍ପଗୁଡିକୁ ଥରେ ଶୁଣିବାକୁ ଆରମ୍ଭ କଲେ, ଶେଷ ନକରି ରହି ହୁଏନା! ବିଶିଷ୍ଟ କଣ୍ଠଶିଳ୍ପୀ କରୁଣାକରଙ୍କ କଣ୍ଠରେ ଆସନ୍ତୁ ଶୁଣିବା ବିଜୟ ପ୍ରସାଦ ମହାପାତ୍ରଙ୍କ ମନୋହର ଗଳ୍ପର ମଧୁର ମୂର୍ଚ୍ଛନାକୁ...©2021 Storyside IN (P)2021 Storyside IN Classics
adbl_web_anon_alc_button_suppression_c
No reviews yet