Adrushya Sakala cover art

Adrushya Sakala

Preview
Try Premium Plus free
Pick 1 audiobook a month from our unmatched collection - including bestsellers and new releases.
Unlimited access to our all-you-can-listen catalogue of 15K+ audiobooks and podcasts
Access exclusive sales and deals.
£8.99/month after 30 days. Renews automatically.

Adrushya Sakala

By: ଜଗଦୀଶ ମହାନ୍ତି
Narrated by: ଜିତୁ ସାବତ
Try Premium Plus free

£8.99/month after 30 days. Renews automatically. See here for eligibility.

Buy Now for £8.99

Buy Now for £8.99

About this listen

"ଓଠ ଉପରେ ଆଙ୍ଗୁଳି ରଖି ଗାୟତ୍ରୀ କହିଲା: ଚୁପ! କ୍ଲୋନ୍‍ ଶିଶୁ ଜନ୍ମ ନେଉଛି!" ପୃଥିବୀର ପ୍ରଥମ କ୍ଲୋନ୍‍ ଶିଶୁ! ସୃଷ୍ଟିକର୍ତ୍ତା ଲାଇଫ ସାଇନ୍ସ ଇନଷ୍ଟିଚୁଟର ପାଗଳ ବୈଜ୍ଞାନିକ ଡ. ଆଲୋକ ମହାନ୍ତି! ତା ପାଖରେ ପ୍ରେମ, ମାନବିକତା ଓ ଈଶ୍ୱରର କିଛି ମାନେ ନାହିଁ! କ୍ଲୋନ୍‍ ଶିଶୁ ପାଇଁ ଗୋଟେ ଭିକାରିକୁ ବି ହତ୍ୟା କରିବାକୁ ପଛେଇନି ସେ! ନିମ୍ନବିତ୍ତ ସ୍ୱାମୀ ପାଖରୁ ଛଡେଇ ନେଇଛି ସ୍ତ୍ରୀକୁ! ଆଉ ତା ପରେ?... ଶୁଣନ୍ତୁ ପ୍ରସିଦ୍ଧ କଥାକାର ଜଗଦୀଶ ମହାନ୍ତିଙ୍କ ରଚିତ ଏହି ଚମକପ୍ରଦ ଉପନ୍ୟାସ "ଅଦୃଶ୍ୟ ସକାଳ" ଜିତୁ ସାବତଙ୍କ କଣ୍ଠରେ...©2021 Storyside IN (P)2021 Storyside IN African American Mystery
No reviews yet