Password cover art

Password

Preview
Try Premium Plus free
Pick 1 audiobook a month from our unmatched collection - including bestsellers and new releases.
Unlimited access to our all-you-can-listen catalogue of 15K+ audiobooks and podcasts
Access exclusive sales and deals.
£8.99/month after 30 days. Renews automatically.

Password

By: ସ୍ଵାଗତିକା ସ୍ୱାଇଁ
Narrated by: ନିଭି
Try Premium Plus free

£8.99/month after 30 days. Renews automatically. See here for eligibility.

Buy Now for £8.99

Buy Now for £8.99

About this listen

ଜଣେ ସାଧାରଣ ମଣିଷ ତା' ଜୀବନକାଳରେ ଅନେକ ମାନସିକ ଦୁଃସ୍ଥିତି ଭୋଗେ। କିନ୍ତୁ ଦେଖିବାବେଳକୁ ସେଠି ତା' ହାତରେ କିଛି ବୋଲି କରିବାକୁ ନଥାଏ। ବରଂ ସେ ଭାବେ ଏଗୁଡ଼ିକ ତା' ପାଇଁ ଏକାବେଳକେ ଅଭାବିତ ଏବଂ ଅବଧାରିତ। ସୌଭାଗ୍ୟ ଆଗରେ 'ପାସ୍‍ୱାର୍ଡ' ଏଇଭଳି ଗୋଟେ ଦୁରବସ୍ଥାର ବିକଳ୍ପ ହୋଇ ଉଭାହୁଏ। ଆଉ କହେ, ୟା ଭିତରୁ ମୁକୁଳିହବ। ହଁ ମୁକୁଳିହବ। କେବଳ ଟିକିଏ ସତ୍‍ସାହସ ଦେଖାଅ। ନିଜ ସହିତ ନିଜେ ଜୀବନ ବଞ୍ଚିବାର ସତ୍‍ସାହସ। ପ୍ରଥମ 'ଅକ୍ଷୟ ପ୍ରତିଭା ଉପନ୍ୟାସ ସମ୍ମାନ' ପାଇଥିବା ଯୁବପିଢିର ଶକ୍ତିଶାଳୀ ଲେଖିକା ସ୍ଵାଗତିକା ସ୍ୱାଇଁଙ୍କ ରଚିତ ଏହି ଚମତ୍କାର ଉପନ୍ୟାସଟି ନିଶ୍ଚୟ ଶୁଣନ୍ତୁ...©2021 Storyside IN (P)2021 Storyside IN Genre Fiction Literary Fiction
No reviews yet